ଆଜି ଠାରୁ ଆରମ୍ଭ ଓଜେଇଇ ୱେବ କାଉନସେଲିଂ ପ୍ରକିୟା

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେବ ଓଜେଇଇ ୱେବ କାଉନସେଲିଂ ପ୍ରକ୍ରିୟା । LE-Tech (ଡିପ୍ଲୋମା), LE-Tech (ବି ଏସ ସି), LE-Pharm ଏବଂ Integrated MBA ପ୍ରୋଗ୍ରାମ୍ ପାଇଁ OJEE ୱେବ୍ ଆଧାରିତ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ ।ଏନେଇ ଆଜି ଅର୍ଥାତ 26 ଅଗଷ୍ଟରୁ ପଞ୍ଜୀକରଣ ଏବଂ ପସନ୍ଦ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇ 10 ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ।

OJEEOJEEପ୍ରାର୍ଥୀମାନଙ୍କୁ OJEE ୱେବସାଇଟ (www.olee.nic.in/ www.odishajee.com) ପରିଦର୍ଶନ କରିବାକୁ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ପାଠ୍ୟକ୍ରମ ପାଇଁ ୱେବ୍ ଆଧାରିତ କାଉନସେଲିଂ ବିଜ୍ଞପ୍ତି ଠିକ ସମୟରେ ପ୍ରକାଶିତ ହେବ ।

Related Posts