ଖରସ୍ରୋତା ନଦୀରେ ନିଖୋଜ ଘଟଣା, ମିଳିଲା ଚତୁର୍ଥ ଯୁବକଙ୍କ ମୃତଦେହ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖରସ୍ରୋତା ନଦୀରେ ୭ ଜଣ ନିଖୋଜ ହୋଇଥିଲେ । ଏହା ମଧ୍ୟରେ ଆଉ ଏକ ମୃତ ଦେହ ମିଳିଛି । ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ପର୍ୟ୍ୟନ୍ତ ଆଉ ଦୁଇ ଯୁବକ ନିଖୋଜ ରହିଥିବା ବେଳେ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି ଓଡ୍ରାଫ୍‌ ଟିମ୍‌ ଏବଂ ଅଗ୍ନଶମ ବିଭାଗ । ଆଜି ସକାଳେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗତକାଲି ୨ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

Related Posts