ସୁଷମାଙ୍କ ସ୍ମୃତିରେ କଣ କହିଲେ ଉପରାଷ୍ଟ୍ରପତି

ଏମ ଭେଙ୍କିୟା ନାଇଡୁ, ଉପରାଷ୍ଟ୍ରପତି : ସୁଷମାଙ୍କ ବିୟୋଗରେ ଏ ଦେଶ ଜଣେ ଦକ୍ଷ ପ୍ରଶାସକ ଓ ଉକ୍ରୃଷ୍ଟ ସାଂସଦଙ୍କୁ ହରାଇଲା । ସୁଷମା ଲୋକଙ୍କ ସ୍ୱର ଥିଲେ ।

Related Posts