
ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ : ଭାରତ ଜଣେ ଭଲ ନେତାଙ୍କୁ ହରାଇ ଦୁଃଖୀ ହେବ ଯିଏ କି ନିଜର ଜୀବନ ସମାଜସେବା ଓ ଗରିବଙ୍କ ଜୀବନକୁ ସୁନ୍ଦର କରିବା ପାଇଁ ବିତାଇଥିଲେ । କୋଟି କୋଟି ଲୋକଙ୍କ ପାଇଁ ସୁଷମା ପ୍ରେରଣା ହୋଇ ରହିବେ ।
Sushma Ji’s demise is a personal loss. She will be remembered fondly for everything that she’s done for India. My thoughts are with her family, supporters and admirers in this very unfortunate hour. Om Shanti.
— Narendra Modi (@narendramodi) August 6, 2019