ନିର୍ବାଚନୀ ହିଂସା: AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ କାରକୁ ଗୁଳିମାଡ

ଉତ୍ତରପ୍ରଦେଶରେ ନିର୍ବାଚନୀ ହିଂସା । ମିରଟରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ କାର ଉପରକୁ ଦୁର୍ବୃତ ଆମେ ଗୁଳିମାଡ କରିଛନ୍ତି । ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଗସ୍ତ ସମୟରେ ତାଙ୍କ ଗାଡି ଉପରେ ଆକ୍ରମଣ ହୋଇଛି ।

ପ୍ରାୟ ୩ ରୁ ୪ ରାଉଣ୍ଡ ଗୁଳି ଫାଏରିଂ ହୋଇଥିବାବେଳେ ଓଓ୍ବେସୀ ସୁରକ୍ଷିତ ଥିବା ସୂଚନା ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ବୃତ ମାନେ ଗୁଳି ମାଡ଼ କରି ସେଠାରୁ ଫେରାର ହୋଇଯାଇଛନ୍ତି ।

Related Posts