ପରଲୋକରେ ବିଜେପି ବିଧାୟକ ବିଷ୍ଣୁ ସେଠୀ Published Date: September 19, 2022 ଭୁବନେଶ୍ୱର : ପରଲୋକରେ ବିଷ୍ଣୁ ସେଠୀ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।