ବୃଦ୍ଧି ପାଇଲା ଝିଅଙ୍କ ବିବାହ ବୟସ ସୀମା

ବୃଦ୍ଧି ପାଇଛି ଝିଅମାନଙ୍କ ବିବାହର ବୟସ ସୀମା | ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବା ପାଇଁ ବୁଧବାର କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି |

ବର୍ତ୍ତମାନ, ପୁରୁଷଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ୨୧ ଏବଂ ମହିଳାମାନଙ୍କ ପାଇଁ ୧୮ ବର୍ଷ ଥିବା ବେଳେ, ବର୍ତ୍ତମାନ, ନୂତନ ପ୍ରସ୍ତାବକୁ ରୂପ ଦେବା ପାଇଁ ସରକାର ବାଲ୍ୟ ବିବାହ ନିଷେଧାଦେଶ, ସ୍ବତନ୍ତ୍ର ବିବାହ ଆଇନ ଏବଂ ହିନ୍ଦୁ ବିବାହ ଆଇନରେ ସଂଶୋଧନ ଆସିବ।

Related Posts