ସେଶେଲ୍ସର ସର୍ବୋଚ୍ଚ ସମ୍ମାନରେ ମୋଦି ସମ୍ମାନିନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) ସେଶେଲ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରାଯାଇଛି। ସେଶେଲ୍ସର ସର୍ବୋଚ୍ଚ ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ରେ ସମ୍ମାନିତ। ପରିବେଶ ସୁରକ୍ଷା ଏବଂ ନିରନ୍ତର ବିକାଶରେ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେଶେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ପୁରସ୍କାର ସ୍ଥାୟୀ ଅଭିବୃଦ୍ଧି ଏସେଶେଲ୍ସର ସର୍ବୋଚ୍ଚ ସମ୍ମାନରେ ମୋଦି ସମ୍ମାନିନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) ସେଶେଲ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରାଯାଇଛି। ସେଶେଲ୍ସର ସର୍ବୋଚ୍ଚ ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ରେ ସମ୍ମାନିତ।ବଂ ସ୍ବଚ୍ଛ ପରିବେଶ ପ୍ରତି ମୋଦିଙ୍କ ଦୀର୍ଘକାଳୀନ ପ୍ରୟାସକୁ ସ୍ୱୀକୃତି ଦେଉଛି। ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଭାରତ ମହାସାଗରରେ ସାମୁଦ୍ରିକ ସୁରକ୍ଷା ଏବଂ ‘ ମହାସାଗର’ ଭିଜନକୁ ଆଗକୁ ବଢାଇବା ପାଇଁ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ପ୍ରତିରକ୍ଷା ଏବଂ ବିକାଶମୂଳକ କାର୍ଯ୍ୟରେ ଦୁଇ ଦେଶ ପରସ୍ପରର ଘନିଷ୍ଠ ସହଯୋଗୀ । ୧୯୭୬ ମସିହାରେ ସେଶେଲ୍ସର ସ୍ୱାଧୀନତା ପରଠାରୁ ଭାରତ ଏବଂ ସେଶେଲ୍ସ ମଧ୍ୟରେ କୂଟନୈତିକ ସମ୍ପର୍କ ରହିଆସିଛି।
