ପ୍ରକାଶ ପାଇଲା ୨୦୨୨ର ଓଏଏସ୍ ରେଜଲ୍ଟ: ଟପ୍ ଟେନ୍‌ରେ ୫ ମହିଳା ଓ ୫ ପୁରୁଷ,ଶ୍ବେତାଶ୍ରୀ ମହାପାତ୍ର ଟପ୍ପର

 

ଭୁବନେଶ୍ୱର,୧୯/୧୦(ସତ୍ୟପାଠ ବ୍ୟୁରୋ):  ବଡ଼ ଖବର । ପ୍ରକାଶ ପାଇଲା ୨୦୨୨ର ଓଏଏସ୍ ରେଜଲ୍ଟ । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ । ଟପ୍ ଟେନ୍‌ରେ ରହିଛନ୍ତି ୫ ମହିଳା ଓ ୫ ପୁରୁଷ । ଶ୍ବେତାଶ୍ରୀ ମହାପାତ୍ର ହୋଇଛନ୍ତି ଓଏଏସ୍ ଟପ୍ପର ।

ଟପ୍‌ ୧୦ରେ ରହିଛନ୍ତି…

୧. ଶ୍ବେତାଶ୍ରୀ ମହାପାତ୍ର

୨. ପ୍ରିଙ୍କିଲ ପରବୀନ ପରିଡ଼ା

୩. ଦୀପ୍ତିରଞ୍ଜନ ପତି ତୃତୀୟ

୪- ପ୍ରଜ୍ଞା ପାରଙ୍ଗମ

୫- ଆଜାଦ ସାହୁ

୬- ଦୀପମ ରାଉତ

୭- ଦେବବ୍ରତ ଗୌଡ଼

୮- ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ

୯- କପିଳ କୁମାର ମହାନ୍ତି

୧୦- ଅମ୍ରିତା ସାହୁ

ଓଟିଭିକୁ OAS ଟପ୍ପର ଶ୍ବେତାଶ୍ରୀ ମହାପାତ୍ରଙ୍କ ସୂଚନା । ପ୍ରଥମ ଚେଷ୍ଟାରେ ସଫଳତା ପାଇ ବହୁତ ଖୁସି ଥିବା ସହ କଠିନ ପରିଶ୍ରମ କଲେ ନିଶ୍ଚିତ ସଫଳତା ମିଳିବ ବୋଲି କହିଛନ୍ତି । ଦୈନିକ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲି । ଚାକିରି ଛାଡ଼ି OAS ପାଇଁ ପ୍ରସ୍ତତି କରୁଥିଲି । NIT ଦୁର୍ଗାପୁରରେ ବିଟେକ୍‌ ପରେ ଚେଷ୍ଟା କରିଥିଲି ବୋଲି କହିଛନ୍ତି ।

Related Posts