ନୀଳମାଧଵଙ୍କ ମନ୍ଦିର ପରିଦର୍ଶନରେ 5T ସଚିବ ଭି.କେ ପାଣ୍ଡିଆନ୍: ମନ୍ଦିର ବୁଲି ଉନ୍ନତି ମୂଳକ କାର୍ଯ୍ୟର କଲେ ସମୀକ୍ଷା

ଖଣ୍ଡପଡ଼ା : ଖଣ୍ଡପଡା କଣ୍ଟିଲୋ ନୀଳମାଧଵଙ୍କ ମନ୍ଦିର ପରିଦର୍ଶନରେ 5T ସଚିବ ଭି.କେ ପାଣ୍ଡିଆନ୍ । ହଟାତ ମନ୍ଦିର ପରିଦର୍ଶନରେ ଯାଇ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର କଲେ ସମୀକ୍ଷା ।

ଖବର ଅନୁଯାୟୀ, କଡା ସୁରକ୍ଷା ମଧ୍ୟରେ କଣ୍ଟିଲୋ ନୀଳମାଧବ ପୀଠରେ ପହଞ୍ଚି 5T ସଚିବ ଭିକେ ପାଣ୍ଡିଆନ । ଏହାପରେ ନୀଳମାଧବଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ଉନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏତତ ବ୍ୟତୀତ କଣ୍ଟିଲୋ ନୀଳମାଧଵ ପୀଠର କିଭଳି ଉନ୍ନତି କରଣ ହୋଇପାରିବ, ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ତାଙ୍କ ସହିତ ଜିଲ୍ଲାପାଳ ପୁମା ଟୁଡୁ ଏବଂ ଖଣ୍ଡପଡା ବିଡ଼ିଓ, ତହସିଲଦାର ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Related Posts