ଭୁବନେଶ୍ୱର,୪/୬(ସତ୍ୟପାଠ ବ୍ୟୁରୋ): ସମ୍ବଲପୁରରେ ବିଜେପିର ବିଜୟ । ସମ୍ବଲପୁର ବିଧାସଭା ଆସନରୁ ବିଜୟ ଲାଭ କଲେ ବିଜେପି ନେତା ଜୟନାରାୟଣ ମିଶ୍ର । ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଡା ଟକ୍କର ଦେଇ 4059 ଭୋଟରେ ବିଜୟୀ ହୋଇଛନ୍ତି ଜୟନାରାୟଣ ।