ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ବାଣ ବଢ଼ାଇଲା ପ୍ରଦୂଷଣ। କେନ୍ଦ୍ରୀୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ସୂଚନା ଅନୁସାରେ ଦିଲ୍ଲୀ ବାୟୁର ଗୁଣବତା ଅତି ଖରାପ ସ୍ଥିତିରେ ପହଂଚିଛି । ସହରର ୩୪ଟି ସ୍ଥାନରେ ପ୍ରଦ୍ୟୁଷଣ ସ୍ତର ରେଡ୍ ଲେବୁଲରେ ପହଂଚିଛି । ଅଧିକାଂଶ ସ୍ଥାନରେ ୫୦୦ ଉପରେ ଏକ୍ୟୁଆଇ ।ଗାଜିଆବାଦ ଓ ନରେଲା ଅଂଚଳରେ ଘରୁ ବାହାରିଲେ ଲୋକଙ୍କ ଆଖି ପୋଡ଼ୁଥିବା ଅଭିଯୋଗ କରିଛନ୍ତି ଲୋକ ।
