ବଜେଟ୍ରେ ଶିକ୍ଷାକୁ ଗୁରୁତ୍ବ February 1, 2020satyapathaଜାତୀୟବଡ ଖବରମୁଖ୍ୟ ଖବର ଖୁବ୍ଶୀଘ୍ର ଦେଶରେ ନୂଆ ଶିକ୍ଷା ନୀତି ଘୋଷଣା କରାଯିବ ଶିକ୍ଷା ବ୍ୟବସ୍ଥା ପାଇଁ ଅଧିକ ଫଣ୍ଡ୍ ଆବଶ୍ୟକ ଶିକ୍ଷା ପାଇଁ 99,300 କୋଟି ଟଙ୍କାର ବ୍ୟୟ ବରାଦ ଦେଶରେ ନୂଆ 150ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଆରମ୍ଭ ହେବ ଅନ୍ଲାଇନ୍ ଡିଗ୍ରୀ ପ୍ରୋଗ୍ରାମ ଆରମ୍ଭ କରାଯିବ ଦେଶରେ ସାଇବର ଫୋରେନସିକ୍ ଶିକ୍ଷା ଆରମ୍ଭ ହେବ ଶକ୍ତି କ୍ଷେତ୍ରରେ ନୂଆ ପ୍ରକଳ୍ପ ପାଇଁ 15% ଟ୍ୟାକ୍ସ