ବଜେଟ୍ରେ ଅର୍ଥବ୍ୟବସ୍ଥା ସଜାଡ଼ିବାକୁ ପ୍ରୟାସ February 1, 2020satyapathaଜାତୀୟବଡ ଖବରମୁଖ୍ୟ ଖବର ବିକ୍ରି ହେବ LICର ଅଂଶଧନ ସରକାର ତାଙ୍କର କିଛି ଅଂଶଧନ LICରୁ ପ୍ରତ୍ୟାହାର କରିବେ IDBIର ଅଂଶଧନ ମଧ୍ୟ ବିକ୍ରି ହେବ ଅଣ ବ୍ୟାକିଂ, ହାଉସିଂ ଫାଇନାନ୍ସ କମ୍ପାନିଙ୍କ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ସୁବିଧା ଖୁବ୍ ଶୀଘ୍ର ଟିକସ ଦାତା ଚାଟର ଘୋଷଣା ହେବ ଟିକସଦାତାଙ୍କୁ ହଇରାଣ କରାଯିବା ଗ୍ରହଣ କରାଯିବନି ସିଡ୍ୟୁଲ ବାଣିଜ୍ୟିକ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ବ୍ୟାଙ୍କ ଜମାକାରୀଙ୍କ ବୀମା 1 ଲକ୍ଷରୁ 5 ଲକ୍ଷକୁ ବୃଦ୍ଧି ଘୋଷଣା 2021ରେ ଜିଡିପି 10% ରହିବା ଆକଳନ: ନିର୍ମଳା 2020-21 ପାଇଁ ବିତ୍ତୀୟ ନିଅଣ୍ଟ 3.5% ଆକଳନ