ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀର ବେକ କାଟିଲା ସ୍ୱାମୀ: ସମ୍ବଲପୁର

ସତ୍ୟପାଠ 27/12 ସମ୍ବଲପୁର: ପାରିବାରିକ କଳହକୁ ନେଇ ଅଭାବନୀୟ କାଣ୍ଡ ଘଟାଇଲା ସ୍ୱାମୀ । କ୍ରୋଧର ଶିକାର ହୋଇ ସ୍ତ୍ରୀର ବେକ କାଟିଲା ଦେଲା ସ୍ୱାମୀ । ସମ୍ବଲପୁର ଧମା ଥାନା ଅନ୍ତର୍ଗତ ବତେମୁରା ଗ୍ରାମର ହରିଜନପଡାରେ ଅଘଟଣ। ହରିଜନପଡା ଆନନ୍ଦ ରାକସ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ରାକସଙ୍କ ମଧ୍ୟରେ ପାରିବାରିକ ସମସ୍ୟା ନେଇ ବଚସା ହୋଇଥିଲା । ଫଳରେ ସ୍ବାମୀ ଆନନ୍ଦ ଉତ୍ତ୍ୟକ୍ତ ହୋଇ ଧାରୁଆ ଅସ୍ତ୍ରରେ ସ୍ତ୍ରୀ କୁ ଆକ୍ରମଣ କରି ବେକ କାଟି ଦେଇଥିଲେ । ଖବର ପାଇ ଧମା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ଉଦ୍ଧାର କରିବା ସହ ପୋଲିସ ସାଇଟିଫିକ୍ଟ ଟିମ ଛାନଭିନ ଆରମ୍ଭ କରିଛି ।

Related Posts