ଗ୍ୟାଙ୍ଗଷ୍ଟର ଘରେ କ୍ରାଇମ୍‌ବ୍ରାଞ୍ଚ ରେଡ୍

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟର ଟିଟୋ ଘରେ କ୍ରାଇମବ୍ରାଞ୍ଚ ରେଡ୍ କରିଛି । ଟିଟୋର କେନ୍ଦ୍ରାପଡା ଦିଲାରପୁର ସ୍ଥିତ ଘର ଉପରେ ଭୋର ୪ ଟାରେ ଚଢାଉ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ । ଟିଟୋର ଦୁଇ ଭାଇଙ୍କୁ ଉଠାଇ ନେଇଛି କ୍ରାଇମ୍‌ବ୍ରାଞ୍ଚ । ଟିଟୋର ବେଆଇନ ବ୍ୟବସାୟରେ ସମ୍ପୃକ୍ତି ନେଇ ଏହି ଚଢାଉ ହୋଇଥିବା ସୂଚନା ମିଳିଛି ।

 

Related Posts