ମା’ ଦୁର୍ଗାଙ୍କ ଭଷାଣି ବେଳେ ଅଘଟଣ: ସାଳନ୍ଦୀ ନଦୀରେ ଭାସିଗଲେ ୪ ଜଣ

ଭଦ୍ରକ : ମା’ ଦୁର୍ଗାଙ୍କ ଭାଷାଣି ବେଳେ ଘଟିଲା ଅଘଟଣ । ବାଉଦପୁର ନିକଟ ସାଳନ୍ଦୀ ନଦୀରେ ଭାସିଗଲେ ୪ ଜଣ । ଜଣେ ଉଦ୍ଧାର ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ୩ ଜଣ ତାଙ୍କ ସାଙ୍ଗରେ ଥିବା କହୁଛନ୍ତି ଉଦ୍ଧାର ହୋଇଥିବା ଯୁବକ ।

ଭାଷାଣି ବେଳେ ନିଖୋଜଙ୍କୁ ନେଇ କୌଣସି ସୂଚନା ମିଳିନାହିଁ । ଅନ୍ଧାର ହୋଇଯାଇଥିବାରୁ କେତେଜଣ ଭାସି ଯାଇଛନ୍ତି ସେ ବାବଦରେ ଜଣାପଡ଼ିନାହିଁ ।

Related Posts