ଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ହୋଇଥିବା ଆନ୍ଦୋଳନ ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି । ବିଶେଷ କରି ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଓ ହାୱଡ଼ା ରେଳ ଷ୍ଟେସନ ମଧ୍ୟରେ ମୋରିଗ୍ରାମ, ବଂକ୍ରା ଆଦି କିଛି ଷ୍ଟେସନ ଦେଇ ଓଡ଼ିଶାକୁ ଯାଉଥିବା ଟ୍ରେନ ପ୍ରଭାବିତ ହୋଇଛି ।
ହାୱଡ଼ା-ତିରୁପତି ହମସଫର ଏକ୍ସପ୍ରେସ
ହାୱଡ଼ା -ଏର୍ଣ୍ଣାକୁଲମ ଅନ୍ତୋଦୟ ଏକ୍ସପ୍ରେସ
ହାୱଡ଼ା -ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ
ହାୱଡ଼ା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ
ହାୱଡ଼ା- ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ
ହାୱଡ଼ା-ପୁନେ ଦୁରନ୍ତ ଏକ୍ସପ୍ରେସ
ହାୱଡ଼ା-ମୁମ୍ବାଇ ଗୀତାଞ୍ଜଳୀ ଏକ୍ସପ୍ରେସ
ପୁରୀରୁ ପୁରୀ-ଦୀଘା ଏକ୍ସପ୍ରେସ
ଆସନ୍ତାକାଲି ପୁରୀ- ସଂତ୍ରାଗାଛି ପାସେଞ୍ଜର
କିଛି ଟ୍ରେନ ଆଂଶିକ ଭାବେ ବାତିଲ ହୋଇଛି । ପୁରୀରୁ ଛାଡ଼ିଥିବା ଶତାବ୍ଦୀ ଏକ୍ସପ୍ରେସ ହାୱଡ଼ା ପରିବର୍ତ୍ତେ ଖଡ଼ଗପୁରରୁ ଫେରିବ । ଜନ ଶତାବ୍ଦୀ ହାଇୱା ପରିବେର୍ତ୍ତ ମେଛଦାରୁ ଫେରିଯିବ ।