ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କରହଲରୁ ଜିତିଲେ ଏସପି ମୁଖ୍ୟ ଅଖିଳେଶ ଯାଦବ । ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ଏସପି ସିଂ ବାଗେଲଙ୍କୁ ଅଖିଳେଶ ପରାସ୍ତ କରିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶରେ ଏଥର ପୁଣିଥରେ ସରକାର ଗଠନ କରିବାକୁ ଯାଉଛି ।