ଏସିଆ କପ୍‌ ଫାଇନାଲ: ଟସ୍‌ ଜିତି ବ୍ୟାଟିଂ କରିବ ଶ୍ରୀଲଙ୍କା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ଏସିଆ କପ୍‌ ୨୦୨୩ ଫାଇନାଲ ମୁକାବିଲା । ଏହି ଫାଇନାଲ ମୁକାବିଲାରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଯାହାଫଳରେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଭାରତୀୟ ଟିମ୍‌ । ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ହାତରେ ଆଘାତ ଲାଗିଥିବାରୁ ତଙ୍କ ସ୍ଥାନରେ ଫାଇନାଲ ମ୍ୟାଚ୍‌ରେ ଓ୍ୱାସିଂଟନ୍‌ ସୁନ୍ଦରକୁ ସିମିଲ କରାଯାଇଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ୍‌ ଗିଲ୍‌, ବିରାଟ କୋହଲି, କେଏଲ୍‌ ରାହୁଲ୍‌, ଇଷାନ୍‌ କିଷାନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଓ୍ୱାସିଂଟନ୍‌ ସୁନ୍ଦର, କୂଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ୍‌ ବୁମରା ।

ଶ୍ରୀଲଙ୍କାଦଳ: କୁଶଲ ପେରେରା, ପଥୁମ ନିଶଙ୍କା, କୁଶଲ ମେଣ୍ଡିସ୍‌, ସଦିରା ସମରବିକ୍ରମା, ଚରିଥ ଆଶଲଙ୍କା, ଧନଞ୍ଜନ ଡି ସିଲ୍‌ଭା, ଡାସୁନ୍‌ ଶଣକା (ଅଧିନାୟକ), ଦୁନିଥ୍‌ ଓ୍ୱେଲଲଗେ, ଦୁସାନ୍‌ ହେମନ୍ଥ, ମଥିଶା ପତିରଣା, କାସୁନ ରଜିଥା।

Related Posts