ଭୁବନେଶ୍ୱର: ଦାଣ୍ଡରେ ପଡି ହାଟରେ ଗଢ଼ୁଛି ବାବୁସାନଙ୍କ ପାରିବାରିକ ବିବାଦ ମାମଲା । ବାବୁଶାନ୍ ଓ ପତ୍ନୀ ତୁପ୍ତି ଙ୍କ ମଧ୍ୟରେ ଚାଲିଥିବା ବିବାଦ ଥାନାରେ ପହଂଚିଛି । ସ୍ବାମୀ ଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତୃପ୍ତି । ତେବେ ଏହି ବିବାଦ ଏବେ ଥମିବା ପରି ଲାଗୁଛି ।

ସ୍ବାମୀ ବାବୁସାନ୍ ଙ୍କ ନାଁରେ ଦେଇଥିବା ମାମଲା ପ୍ରତ୍ୟାହାର କରିବେ ପତ୍ନୀ ତୃପ୍ତି ଶତପଥୀ । ଖାରବେଳ ଥାନାରେ ଦେଇଥିବା ମାମଲାକୁ ତୃପ୍ତି ଶତପଥୀ ପ୍ରତ୍ୟାହାର କରିବା ନେଇ ଜଣାପଡ଼ିଛି ।

ମାମଲା ପ୍ରତ୍ୟାହାର କରିବା ନେଇ ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ସୂଚନା ଦେଇଛନ୍ତି । ସମାଧାନର ବାଟ ବାହାରିଥିବା ରବି ମିଶ୍ର କହିଛନ୍ତି ।