ଆସିଲା ବିଜେପିର ୨୧ ଜଣିଆ ପ୍ରାର୍ଥୀ ତାଲିକା; ରାଉରକେଲରୁ ଦିଲ୍ଲୀପ, ଜାଣନ୍ତୁ ଆଉ କିଏ କେଉଁଠୁ ହେଲେ ପ୍ରାର୍ଥୀ..

ଭୁବନେଶ୍ୱର,୧୬/୪(ସତ୍ୟପାଠ ବ୍ୟୁରୋ):  ଘୋଷଣା ହେଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା। ଏହି ପର୍ଯ୍ୟାୟରେ ଆଉ ୨୧  ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ।  ଏହି ତାଲିକାରେ ଦିଲୀପ ରାୟଙ୍କ ସହ ବହୁ ଜଣାଶୁଣା ନେତାଙ୍କ ନାମ ରହିଛି। ଆସନ୍ତୁ ଜାଣିବା କିଏ କେଉଁଠାରୁ ପାଇଛନ୍ତି ଟିକେଟ।

ରାଉରକେଲା-ଦିଲ୍ଲୀପ ରାୟ

ପାଟଣା- ଅଖିଳ ଚନ୍ଦ୍ର ନାୟକ

ସାରସକଣା- ଭାଦବ ହାଁସଦା

ରାଇରଙ୍ଗପୁର- ଜୋଲେନ ବରଦା

ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ

କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ

ଝରିଗାଁ- ନରସିଂହ ଭତ୍ରା

ଡାବୁଗାଁ- ସୋମନାଥ ପୂଜାରୀ

ରାଜନଗର- ଲଳିତ ବେହେରା

ବାଲିକୁଦା-ଏରସମା- ସତ୍ୟସାରଥି ମହାନ୍ତି

ଜଗତସିଂହପୁର- ଅମରେନ୍ଦ୍ର ଦାଶ

କାକଟପୁର- ବାଇଧର ମଲ୍ଲିକ

ରଣପୁର- ସୁରମା ପାଢ଼ୀ

ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ

ମୋହନା- ପ୍ରଶାନ୍ତ ମଲ୍ଲିକ

ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା

ରାୟଗଡ଼ା- ବସନ୍ତ ଉଲାକା

ଲକ୍ଷ୍ମୀପୁର- କୈଳାସ କୁଲେସିକା

କୋଟପାଡ- ରୁପୁ ଭତ୍ରା

ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି

ଚିତ୍ରକୋଣ୍ଡା-ଡମ୍ବରୁ ଶିଶା

Related Posts