ଲକ୍ଷପତି ହେବା ଆଶାରେ କରୁଥିଲେ ବ୍ରାଉନସୁଗାର ବେପାର; ରାଜଧାନୀରୁ ବ୍ରାଉନସୁଗାର ସହିତ ହେଲେ ଗିରଫ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲକ୍ଷପତି ହେବା ଆଶାରେ କରୁଥିଲେ ବ୍ରାଉନସୁଗାର ବେପାର । ରାଜଧାନୀରୁ ବ୍ରାଉନସୁଗାର ସହିତ ହେଲେ ଗିରଫ । ତେବେ ୪ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଭୁବନେଶ୍ବର ଅବକାରୀ ବିଭାଗ । ଜବତ ବ୍ରାଉନସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ।

ବ୍ରାଉନସୁଗାର ବ୍ୟବସାୟ କରୁଥିବା କପିଳେଶ୍ବରର ଛବି ଭୋଇକୁ ଗିରଫ କରିଛି ଅବକାରୀ ବିଭାଗ । ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଭୁବନେଶ୍ବରରେ ଲକ୍ଷପତି ହେବାର ଆଶା ନେଇ ଏହି ବେପାର କରୁଥିଲା ବୋଲି ଅବକାରୀ ଅଧିକାରୀ କହିଛନ୍ତି ।

Related Posts