ଷ୍ଟାର୍ ଏବେ ସାଟଲାଇଟ୍

ବିଜେଡିର ପ୍ରଥମ ପର୍ଯ୍ୟାୟ ଲେକସଭା ଓ ବିଧାନସଭା ନାମାଙ୍କନପ୍ରାର୍ଥୀ ଘୋଷଣା ହେଇଥିବାବେଳେ ବ୍ରହ୍ମପୁରରୁ ଦୁଇ ଦୁଇଥର ସାଂସଦ ହେଇଥିବା ଅଭିନେତା ସିଦ୍ଧାନ୍ତଙ୍କୁ କିନ୍ତୁ ଏଥର ନିରାଶ ହେବାକୁ ପଡିଛି । ତାଙ୍କ ବଦଳରେ ଏଥର କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ଚନ୍ଦ୍ରଶେଖର ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି । ଘୋଷଣା ହେଇଥିବା ୯ଟି ଲୋକସଭା ଆସନ ମଧ୍ୟରୁ ୮ଟି ଆସନରେ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । । ପୂର୍ବ ନିର୍ବାଚନରେ ସିଦ୍ଧାନ୍ତ ଚନ୍ଦ୍ରଶେଖରଙ୍କୁ ପରାଜିତ କରି ସାଂସଦ ହେଇଥିବାବେଳେ ଏଥର କିନ୍ତୁ ତାର ବିପରୀତ ଦେଖିବାକୁ ମିଳିଛି । ଏନେଇ ସିଦ୍ଧାନ୍ତ କହିଛନ୍ତି ଯେ ଦଳ ତାଙ୍କୁ ଯେଉଁ କାର୍ଯ୍ୟ ଦେବ ସେ ତାକୁ ସୂଚାରରୂପେ ନିର୍ବାହ କରିବେ ।

Related Posts