ପଞ୍ଜାବରେ ବହୁ ପଛରେ ଚନ୍ନୀ; ସେପଟେ ଗୋଆ ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଟ୍ରେଣ୍ଡରେ ଆଗରେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ରାଜ୍ୟର ବିଧାନସଭା ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧାନସଭା ନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ଉଭୟ ଚମକୌର ସାହେବ ଓ ଭଦୈର ଆସନରେ ପଛରେ ଅଛନ୍ତି । ସେପଟେ ଗୋଆରେ କିନ୍ତୁ ଏହାର ବିପରୀତ ଦେଖିବାକୁ ମିଳିଛି । ଅର୍ଥାତ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସାନକେଲିମ ସିଟରୁ ଟ୍ରେଣ୍ଡ କରୁଛନ୍ତି । ସେପଟେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଆରମ୍ଭରୁ ହିଁ ଆଗରେ ଥିବାର ଦେଖିବାକୁ ମିଳୁଛି ।

Related Posts