କୋଇଲା ଦୁର୍ନୀତି ମାମଲା: ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ଘରେ ସିବିଆଇ ରେଡ୍

କୋଲକାତା: ସିବିଆଇ ସ୍କାନରରେ ଟିଏମସି ନେତା । କୋଇଲା ଦୁର୍ନୀତି ମାମଲାରେ ଛନ୍ଦି ହେଲେ ଟିଏମସି ନେତା । ବରିଷ୍ଠ ଟିଏମସି ନେତା ତଥା ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ଘରେ ସିବିଆଇ ରେଡ୍ କରିଛି ।

ଆଜି ଆଇନ ମନ୍ତ୍ରୀଙ୍କ ଆସନସୋଲ ସ୍ଥିତ ବାସଭବନରେ ସିବିଆଇ ଟିମ୍ ଚଢାଉ କରିଛି ।

Related Posts