ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ; ଜାଣନ୍ତୁ କେଉଁଠୁ କିଏ?

 

ଭୁବନେଶ୍ୱର,୧୮/୪(ସତ୍ୟପାଠ ବ୍ୟୁରୋ):  କଂଗ୍ରେସ ପକ୍ଷରୁ ଗୁରୁବାର ୪ ବିଧାନସଭା ଆସନ ପାଇଁପ୍ରାର୍ଥୀ ଘୋଷଣା କରାଯାଇଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁଙ୍କୁ ଦଳ ଟିକେଟ ଦେଇଥିବା‌ବେଳେ ସତ୍ୟବାଦୀରୁ ମନୋଜ ରଥଙ୍କୁ ଟିକେଟ ଦେଇଛି। ସେହିପରି ଭୁବନେଶ୍ବର ମଧ୍ୟ ଆସନରୁ ପ୍ରକାଶ ଜେନା ଏବଂ ଭୁବନେଶ୍ବର ଉତ୍ତରରୁ ଅଶୋକ ଦାସଙ୍କୁ ଦଳ ପକ୍ଷରୁ ଟିକେଟ ମିଳିଛି।

Related Posts