ଚିଦାମ୍ବରମଙ୍କ ପାଇଁ ବାହାରିଲା କଂଗ୍ରେସ

ସତ୍ୟପାଠ ବ୍ୟୁରୋ : ଚିଦାମ୍ବରମଙ୍କ ଗିରଫ ବିରୋଧରେ ମୁହଁ ଖୋଲିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଲା ଦଳ । ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଏଭଳି କରାଇଛି । ଚିଦାମ୍ବରମଙ୍କ ନାମରେ କୌଣସି ଅଭିଯୋଗ ନାହିଁ ଏବଂ ଯାଂଚ ଏଜେନ୍ସି ପାଖରେ କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ରଣଦୀପ ସୁରେଜୱାଲା ।

ଦିନ ଦପହରରେ ଲୋକତନ୍ତ୍ର ହତ୍ୟା ହୋଇଛି । ଚିଦାମ୍ବରମଙ୍କ ବିରୋଧରେ ପ୍ରତିଶୋଧ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରତିଶୋଧ ପରାୟଣ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି ସୁରେଜୱାଲା ।

Related Posts