୬୬ କର୍ପୋରେଟର ସିନ୍ଦେ କ୍ୟାମ୍ପ ରେ ସାମିଲ: ଉଦ୍ଧବଙ୍କ ହାତରୁ ଗଲା ଥାନେ ମ୍ୟୁନିସିପାଲିଟି କର୍ପୋରେସନ୍

୬୬ କର୍ପୋରେଟର ସିନ୍ଦେ କ୍ୟାମ୍ପ ରେ ସାମିଲ: ଉଦ୍ଧବ ଙ୍କ ହାତରୁ ଗଲା ଥାନେ ମ୍ୟୁନିସିପାଲିଟି କର୍ପୋରେସନ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ସାମ୍ନା ରେ ଆଉ ଏକ ବିପର୍ଯ୍ୟୟ ଆସିଛି। ଇତି ମଧ୍ୟରେ ଥାନେ ମ୍ୟୁନିସିପାଲିଟି କର୍ପୋରେସନ୍ (ଟିଏମସି) ର ୬୬ ଜଣ ପାର୍ଟି କର୍ପୋରେଟର ଏକନାଥ ସିନ୍ଦେ ଶିବିରରେ ଯୋଗ ଦେଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି।
ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତିରେ ସମସ୍ତ ୬୬ ବିଦ୍ରୋହୀ କର୍ପୋରେଟର ନୂତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ।
୬୭ ଜଣ ଶିବସେନା କର୍ପୋରେଟରଙ୍କ ମଧ୍ୟରୁ ୬୬ ଜଣଙ୍କ ହାତ ଛାଡ଼ି ଦେବା ପରେ ଉଦ୍ଧବ ଠାକରେ ଟିଏମସି ଉପରେ ମଧ୍ୟ ନିୟନ୍ତ୍ରଣ ହରାଇଛନ୍ତି।

ବୃହନ୍ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ପରେ ଥାନେ ମ୍ୟୁନିସିପାଲିଟି କର୍ପୋରେସନ୍ ହେଉଛି ମହାରାଷ୍ଟ୍ର ର ଦ୍ଵିତୀୟ ଗୁରୁତ୍ୱପୂର୍ଣ୍ଣ ମ୍ୟୁନିସିପାଲିଟି କର୍ପୋରେସନ୍ |

Related Posts