ଭୁବନେଶ୍ୱର,୦୧/୬(ସତ୍ୟପାଠ ବ୍ୟୁରୋ): ଆଜି ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ଅପରାହ୍‌ଣ ୩ଟା ସୁଦ୍ଧା ରାଜ୍ୟରେ ୪୯.୭୭ ପ୍ରତିଶତ ମତଦାନ ହୋଇଛି। ବାଲେଶ୍ବର ଲୋକସଭା କ୍ଷେତ୍ରରେ ୫୪.୦୪ ପ୍ରତିଶତ ମତଦାନ ହୋଇଛି।

ସେହିପରି ଭଦ୍ରକରେ ୪୬.୩୩, ଜଗତସିଂହପୁରରେ ୫୨.୫୨ ଯାଜପୁରରେ ୪୮.୮୦, କେନ୍ଦ୍ରାପଡ଼ାରେ ୪୬.୪୬ ଓ ମୟୂରଭଂଜରେ ୫୧.୦୩ ପ୍ରତିଶତ ମତଦାନ ହୋଇଛି।