ଭଦ୍ରକ ଆଗରପଡ଼ା ଥାନା ମଙ୍ଗଳପୁର ଅଞ୍ଚଳରେ ଗୟଳ ଆତଙ୍କ: ଆକ୍ରମଣରେ ୫ ଆହତ

ଭଦ୍ରକ : ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ମଙ୍ଗଳପୁର ଅଞ୍ଚଳରେ ଗୟଳ ଆତଙ୍କ । ଫଳରେ ଗୟଲଙ୍କ ଆକ୍ରମଣରେ ୫ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ମଙ୍ଗଳପୁର ଅଞ୍ଚଳରେ ଥିବା ଜଙ୍ଗଲରୁ ଗୟଳଟି ଆସି ଗାଁଲୋକଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ ୫ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପଟେ ବନବିଭାଗ କୁ ଏନେଇ ଖବର ଦିଆଯାଇଛି । ସ୍ଥାନୀୟ ଅଂଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Related Posts