ପଣ୍ଡ ହେଲା ଡକାୟତି ଯୋଜନା: ପାଟପୁର ଥାନା ପି ରାମଚନ୍ଦ୍ରପୁର ବିଶ୍ରାମାଗାରରୁ ୧୦ ଗିରଫ

ସାନଖେମୁଣ୍ଡି : ଡକାୟତି ଯୋଜନା ପଣ୍ଡ । ପାଟପୁର ପୋଲିସକୁ ମିଳିଲା ସଫଳତା । ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । ପାଟପୁର ଥାନା ପି ରାମଚନ୍ଦ୍ରପୁର ବିଶ୍ରାମାଗାରରେ ଚାଲିଥିବା ଡକାୟତି ଯୋଜନା ପଣ୍ଡ ହୋଇଛି ।

ଏଥିରେ ଜଡ଼ିତ ୧୦ ଜଣଙ୍କୁ ଗିରଫ କରିବା ସହ ବିଭିନ୍ନ ପ୍ରକାରର ମାରଣାସ୍ତ୍ର, ଛଅଟି ଅଫୁଟା ବୋମା, ସାଇକେଲ ଚେନ, ଦୁଇଟି ବାଇକ ଜବତ କରିଛି ପୋଲିସ ।

Related Posts