ବିବାଦୀୟ ଟ୍ବିଟ: ମୁମ୍ବାଇ ଏୟାରପୋର୍ଟରୁ କମଲ ରସିଦ ଗିରଫ

ମୁମ୍ବାଇ: ବିବାଦୀୟ ଟ୍ବିଟ କରିବା କମଲ ରସିଦ ଖାନଙ୍କୁ ପଡିଲା ମହଙ୍ଗା । ଗିରଫ ହେଲେ କମଲ ରସିଦ ଖାନ । ମୁମ୍ବାଇ ଏୟାରପୋର୍ଟରୁ ଗିରଫ ହୋଇଛନ୍ତି କମଲ ରସିଦ । ମାଲାଡ ପୋଲିସ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରୁ ଗିରଫ କରିଛି ।

ସୂଚନାଯୋଗ୍ୟ, ୨୦୨୦ରେ ଏକ ଟ୍ବିଟ କରି ଅଡୁଆରେ ପଡିଥିଲେ କମଲ । ଆଜି ଏହି ବିବାଦୀୟ ଟ୍ବିଟକୁ ନେଇ ମାଲାଡ ପୋଲିସ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରୁ ଗିରଫ କରିଛି ।

ଅନେକ ସମୟରେ ସେ ନିଜ ବିବାଦୀୟ ଟ୍ବିଟ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି ।

Related Posts