ପ୍ରକାଶ ପାଇଛି OAS ପରୀକ୍ଷା ଫଳ: ଦେବାଶିଷ ପଣ୍ଡା ଟପ୍ପର

ପ୍ରକାଶ ପାଇଛି OAS ପରୀକ୍ଷା ଫଳ । ଦେବାଶିଷ ପଣ୍ଡା ହୋଇଛନ୍ତି OAS ଟପ୍ପର । ମୋଟ ୨୧୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଦେବାଶିଷ ପଣ୍ଡା ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ଋତୁପର୍ଣ୍ଣା ମହାପାତ୍ର, ତୃତୀୟରେ ଆକାଶ କୁମାର ପଣ୍ଡା ଅଛନ୍ତି । ଚତୁର୍ଥରେ ସନ୍ତୋଷିନୀ ଦାଶ, ପଞ୍ଚମରେ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଷଷ୍ଠ ସ୍ଥାନରେ ଶକ୍ତିଶ୍ରୀ ଅନିଲ ରଞ୍ଜନ ସାହୁ, ସପ୍ତମ ସ୍ଥାନରେ ଶତାବ୍ଦୀ ରାୟ, ଅଷ୍ଟମରେ ଦମୟନ୍ତୀ ସାହୁ, ନବମ ସ୍ଥାନରେ ଶକ୍ତି ମହାପାତ୍ର ଏବଂ ଦଶମ ସ୍ଥାନରେ ସ୍ମରଣିକା ତୁଳ ଅଛନ୍ତି ।

Related Posts