ଓଟିଇଟି ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଓଟିଇଟି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ୧୫ରୁ ୨୬ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ଅନଲାଇନରେ ଆବେଦନ କରିପାରିବେ । ଅନଲାଇନ ଫି ପୈଠ କରିବାର ଶେଷ ସମୟ ୯ତାରିଖର ଅପରାହ୍ନ ୪ଟା ଯାଏଁ ଧାର୍ଯ୍ୟ କରାଯାଇଛି । ଏଥିରେ ପେପର ୧  ଓ ପେପର ୨ ପାଇଁ ଆଶାୟୀ ପରୀକ୍ଷାର୍ଥୀ ଅଲଗା ଅଲଗା ଆବେଦନ କରିପାରିବେ ।୨୦୧୮ ମସିହାରେ ଆବେଦନ କରିଥିବା ଆଶାୟୀ ମଧ୍ୟ ଏଥର ବିନା ମୂଲ୍ୟରେ ସାନି ଆବେଦନ କରିପାରିବେ । ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଚଳିତ ଥରର ଓଟିଇଟି ପରୀକ୍ଷା କରିବାକୁ ବୋର୍ଡ଼ ଲକ୍ଷ୍ୟ ରଖିଥିବା ସଭାପତି ଜାହାନ ଆରା ବେଗମ ସୂଚନା ଦେଇଛନ୍ତି ।

Related Posts