ଡିଏମକେ ନେତା ଷ୍ଟାଲିନ କଣ କହିଲେ

ଷ୍ଟାଲିନ- ଜାମ୍ମୁ ଓ କାଶ୍ମୀରବାସୀଙ୍କ ସହ ଆଲୋଚନା ବିନା କେନ୍ଦ୍ର ସରକାର ଏହି ନିଷ୍ପତି ନେବା ଦୁର୍ଭାଗ୍ୟଜନକ । ଏ ନିଷ୍ପତିକୁ ଏଆଇଏଡିଏମକେ ସମର୍ଥନ କରିବା ଆହୁରି ଦୁର୍ଭାଗ୍ୟଜନକ । ଗଣତନ୍ତ୍ରର ହତ୍ୟା କରାଯାଇଛି ।

Related Posts