୧୦ ଦଫା ଦାବିକୁ ନେଇ ବାଣିବିହାରରେ ପୋଲିସ-ଛାତ୍ରଛାତ୍ରୀ ଧସ୍ତାଧସ୍ତି

୧୦ ଦଫା ଦାବିକୁ ନେଇ ବାଣୀବିହାରରେ ଉତ୍ତେଜନା । ଏହାକୁ ନେଇ କୁଳପତିଙ୍କ କାର୍ଯ୍ୟାଳୟକୁ ଘେରିଛନ୍ତି ଛାତ୍ରଛାତ୍ରୀ। କାର୍ଯ୍ୟାଳୟକୁ ଧଷେଇ ପଶିବା ବେଳେ ପୋଲିସ ସହ ମଧ୍ୟ ଧସ୍ତାଧସ୍ତି ହୋଇଛି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ଡିସିପି ଅନୁପ ସାହୁ।

୧୦ ଦଫା ଦାବି ଗୁଡିକ ହେଲା ନିର୍ଦ୍ଧିଷ୍ଟ ସମୟରେ ସମସ୍ତ ପରୀକ୍ଷା କରିବା, ପରୀକ୍ଷାର ୪୫ ଦିନ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ କରିବା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସ ଭିତରେ ସିସିଟିଭି କାର୍ଯ୍ୟକାରୀ କରିବା ଏବଂ ବିଶ୍ବବିଦ୍ୟାଳୟରେ ଥିବା ଅନ୍ୟାନ୍ୟ ସମସ୍ୟା।

Related Posts