ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର । ସସ୍ମିତଙ୍କୁ ସଂସଦୀୟ ନେତା ପଦରୁ ହଟାଇବା ପାଇଁ ନବୀନଙ୍କୁ ଚିଠି ଲେଖିଥିଲେ କିଛି ସାଂସଦ ।