ଭୁବନେଶ୍ୱର,୨୦/୫(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ। ମୁଖ୍ୟାନିର୍ବଚନ ଅଧିକାରୀଙ୍କ ସୂଚନା ଅନୁଯାଇ ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୫ ପ୍ରତିଶତ ମତଦାନ ହୋଇଛି ।
ପରାହ୍ନ ୫ଟା ସୁଦ୍ଧା ୬୦.୫୫ ପ୍ରତିଶତ ଭୋଟିଂ
-କବିସୂର୍ଯ୍ୟନଗର- ୫୬.୬୬ ପ୍ରତିଶତ
-କଣ୍ଟାବାଞ୍ଜି- ୫୫.୧୫ ପ୍ରତିଶତ ଭୋଟିଂ
-କଣ୍ଟାମାଳ- ୫୫.୩୦ ପ୍ରତିଶତ
-ଖଲ୍ଲିକୋଟ- ୫୮.୨୩ ପ୍ରତିଶତ
-ଲୋଇସିଂହା- ୫୮.୪୫ ପ୍ରତିଶତ
-ପଦମପୁର- ୬୫.୩୨ ପ୍ରତିଶତ
-ପାଟଣାଗଡ-୬୦.୧ ପ୍ରତିଶତ
-ଫୁଲବାଣୀ- ୫୯.୨୫ ପ୍ରତିଶତ
-ପୋଲସରା-୫୮.୬୬ ପ୍ରତିଶତ
-ରଘୁନାଥପାଲି- ୫୮.୨୫ ପ୍ରତିଶତ
-ରାଜଗାଙ୍ଗପୁର- ୫୭.୫୮ ପ୍ରତିଶତ
-ରାଉରକେଲା- ୫୫.୧୬ ପ୍ରତିଶତ
-ସାନଖେମୁଣ୍ଡି- ୫୭.୩୯ ପ୍ରତିଶତ
-ସୋନପୁର- ୭୧.୩୫ ପ୍ରତିଶତ
-ସୋରଡା- ୪୭.୮୦ ପ୍ରତିଶତ
-ସୁନ୍ଦରଗଡ- ୬୨ ପ୍ରତିଶତ
-ତଳସରା- ୬୫ ପ୍ରତିଶତ
-ଟିଟିଲାଗଡ- ୬୧.୯୧ ପ୍ରତିଶତ ଭୋଟିଂ