ସହରମୁହାଁ ବାଘ

ବଲାଙ୍ଗିର ସଇଁତଳା ବ୍ଲକ୍‌ ବଡ଼ମାଲ ଗୋଳାବାରୁଦ କାରଖାନା ପରିସରରେ ଗୋଟିଏ ବାଘ ବୁଲୁଥିବା ଦେଖାଯାଇଛି । କାରଖାନା ପରିସରରେ ଏକ କଲରାପତରିଆ ବାଘ ବୁଲୁଥିବାର ଭିଡିଓ ଭାଇରାଲ ହୋଇଛି ।

ମୁଖ୍ୟରାସ୍ତାରେ ଏହି ବାଘଟି ବୁଲୁଥିବା ଦେଖିଥିଲେ କାରଖାନାର କର୍ମଚାରୀ । ଏ ନେଇ DFO ସମୀର ଶତପଥୀ କହିଛନ୍ତି ଗତ 2016ରେ ଏହି ଅଞ୍ଚଳରେ 2ଟି କଲରାପତରିଆ ବାଘ ଥିଲେ । ଏବେ କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିଥିାଇପାରେ ।

Related Posts