ଭୁବନେଶ୍ୱର,୦୯/୭(ସତ୍ୟପାଠ ବ୍ୟୁରୋ): ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ । ରଥରୁ ଓହ୍ଲାଇଲେ ବେଳେ ଖସିଗଲେ ବଳଭଦ୍ର । ପହଣ୍ଡି ବିଜେ ନୀତି ସମୟରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଡ ଠାକୁର । ସେବାୟତଙ୍କ ଗୋଡ ଖସିବାରୁ ଖସିଗଲେ ବଡ ଠାକୁର । ଆହତ ହେଲେ ୫ ଜଣ ସେବାୟତ । ଆହତ ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଚତୁର୍ଦ୍ଧମୂରତିଙ୍କ ଆଡପ ମଣ୍ଡପ ବିଜେ ହେଉଛି ।
Related Posts
-
Copyright © SatyaPatha2021