
ଆଜି ଶିମିଳିପାଳ ବନ୍ଦ । ବର୍ଷା କାରଣରୁ ଆଜି ଗୋଟିଏ ଦିନ ପାଇଁ ଶିମିଳିପାଳ ବନ୍ଦ ରହିବା ନେଇ ଉତ୍ତର ଶିମିଳିପାଳ ଡେପୁଟି ଡାଇରେକ୍ଟର୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | ଅନ୍ୟପଟେ ପୁଣିଥରେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ସତର୍କ ରହିବାକୁ କୁହାଯାଇଛି |
ରାଜ୍ୟରେ ଏବେ ଓମିକ୍ରନ ମାମଲା ଦେଖାଦେଇଥିବାରୁ ପୂର୍ବାପେକ୍ଷା କୋଭିଡ୍ ଗାଇଡଲାଇନ୍ କୁ ମଧ୍ୟ ବଢ଼ାଇ ଦିଆଯାଇଛି ।