
19 ଦିନପେର ରାଜଧାନୀ କାଲିଠୁ ଗଡିବ ମୋ ବସ୍ । ଅଣ ଶୀତତାପ ନିୟନ୍ତ୍ରିତ ବସ ୮ଟି ରୁଟ୍ – ୧୧, ୧୬,୧୮,୨୦,୨୩,୨୫,୨୭ ଓ ୩୩ ନମ୍ବର ରୁଟ୍ ରେ ରେ ଚାଲିବ। ସକାଳ ୭ରୁ ସଂଧ୍ୟା ୭ଟା ମଧ୍ୟରେ ଏହି ସେବା ଉପଲବ୍ଧ ହେବ । ତେବେ ଅଗଷ୍ଟ ମାସ ସାରା ସପ୍ତାହନ୍ତ ସଟଡାଉନ କାରଣରୁ ମୋ ବସ୍ ସେବା ମଧ୍ୟ ବନ୍ଦ ରହିବ । କ୍ରୁଟ୍ ପକ୍ଷରୁ ଏ ନେଇ ଦିଆଗଲା ସୂଚନା ।