ଆରପାରିରେ ସ୍ୱର ସାମ୍ରାଜ୍ଞୀ ଲତା

ନୀରବିଗଲେ ସ୍ୱର ସାମ୍ରାଜ୍ଞୀ | ୨୯ଦିନ ହେଲା ଭେଣ୍ଟିଲେଟରରେ ଥିଲେ ଲତା ମଙ୍ଗେସକର । ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲ ସାମ୍ନାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କରୋନାରେ ସଂକ୍ରମିତ ହେବା ପରେ ଗତ ଜାନୁଆରୀ ୮ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା ।

ସେ 13 ବର୍ଷ ବୟସରେ ଗୀତ ଗାଇବାରେ ପାଦ ଦେଇଥିଲେ ଏବଂ 1942 ରେ ତାଙ୍କର ପ୍ରଥମ ଗୀତ ରେକର୍ଡ କରିଥିଲେ। ସାତ ଦଶନ୍ଧି ଧରି ତାଙ୍କ କ୍ୟାରିଅରରେ ସେ ବିଭିନ୍ନ ଭାଷାରେ 30,000 ରୁ ଅଧିକ ଗୀତ ଗାଇଛନ୍ତି |

Related Posts