ଲକଡାଉନ ଭୟ, ୨୭.୮୭ ଲକ୍ଷ କୋଟି ଟଙ୍କା କ୍ୟାସ ୱିଥଡ୍ରୟାଲ ରେକର୍ଡ

123

(ସତ୍ୟପାଠ ବ୍ୟୁରୋ)ଭବନେଶ୍ୱର: ଦିନକୁ ଦିନ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶବାସୀ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗକୁ ଲକଡାଉନ ହେବାରେ ସମ୍ଭାବନା ରହିଥିବାର ଅନୁମାନ କରି କ୍ୟାସ ୱିଥଡ୍ରୟାଲ କରୁଛନ୍ତି । ତେବେ ଏପରି ଅଧିକ ପରିମାଣରେ ହେବାରୁ ଏହା ରେକର୍ଡ ସୃଷ୍ଟି କରିଛି । ମୋଟ ୨୭.୮୭ ଲକ୍ଷ କୋଟି ଟଙ୍କା କ୍ୟାସ ୱିଥଡ୍ରୟାଲ ରେକର୍ଡ କରାଯାଇଥିବାର ସୂଚନା ମିଳିଛି । ତେବେ ଫେବୃଆରୀ ୨୭ରୁ ଏପ୍ରିଲ ୯ ମଧ୍ୟରେ ଛଅ ସପ୍ତାହରେ ଜନସାଧାରଣଙ୍କ ସହିତ ମୁଦ୍ରା ୫୨,୯୨୮ ବୃଦ୍ଧି ପାଇଛି ବୋଲି ଆରବିଆଇ ତଥ୍ୟ ଦେଇଛି । ଅନ୍ୟପଟେ ଗତ ବର୍ଷ ମାର୍ଚ୍ଚରେ ସରକାର କଡା ଲକଡାଉନ ଘୋଷଣା କରିବା ପରେ ଜନସାଧାରଣଙ୍କ ସହ ମୁଦ୍ରା ବୃଦ୍ଧି ପାଇଥିଲା । ମାର୍ଚ୍ଚରୁ ଜୁନ ୨୦୨୦ ମଧ୍ୟରେ ଜନସାଧାରଣଙ୍କ ସହ ମୁଦ୍ରା ୩.୦୭ ଲକ୍ଷ ଇରୋମ ୨୨.୫୫ ଲକ୍ଷ କୋଟି ଟଙ୍କା ବୃଦ୍ଧି ପ୍ଧବ ଫେବୃଆରୀ ୨୮ରୁ ୨୫.୬୨ ଲକ୍ଷ କୋଟି ଟଙ୍କା ଶେଷ ହୋଇ ଜୁନ ୧୯ରେ ଶେଷ ହୋଇଥିଲା ।

Related Posts