ବିଦ୍ୟୁତ ଆଘାତରେ ୨ମୃତ

ବ୍ରହ୍ମପୁରରେ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶରତ ହେହେରା ଓ ଅରୁଣ ସାବତ ।

ବ୍ରହ୍ମପୁର ସ୍ଥିତ ଅଲକାପୁରୀ ଅଞ୍ଚଳର ଏଭଳି ଅଭାବନୀୟ ଘଟଣା ଘଟିଛି । ଘର ମାଲିକ ଶରତ ବେହେରା ଏବଂ ତାଙ୍କ ଘର କାମ କରୁଥିବା ଅରୁଣ ସାବତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଉଭୟଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts