ପାଳଗଦାରେ ନିଆଁ ଲାଗି ପୋଡିଗଲେ ୪ ଶିଶୁ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଖଇରଛଟା ଗ୍ରାମରେ ଅଭାବନିୟ ଘଟଣା । ପାଳ ଗଦା ନିକଟରେ ଖେଳୁଥିବା ସମୟରେ ହଠାତ ନିଆଁ ଲାଗି 4 ଜଣ ପିଲା ଗୁରୁତର ।
ଗୁରୁତର ତିନି ପିଲାଙ୍କ ମଧ୍ୟରେ ତିନି ଜଣ ପୁଅ ଜଣେ ଝିଅ ଥିବା ସୂଚନା । ପାଳଗଦାରେ ନିଆଁ କିଭଳି ଲାଗିଲା ସେ ନେଇ କିଛି ସ୍ପଷ୍ଟ କାରଣ ଜଣାପଡିନାହିଁ । ସମସ୍ତ ପିଲାଙ୍କ ବୟସ 7ରୁ 9 ବର୍ଷ ମଧ୍ୟରେ ହୋଇଥିବା ସୂଚନା । ଗୁରୁତର 4 ପିଲାଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡିବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲଙ୍କୁ ସ୍ଥାନାନ୍ତର କରାଗଲା ।
Related Posts