ପାହାନ୍ତିଆରେ ପାଣ୍ଡିଆନ

କଟକ ଏସ ସି ବି ମେଡିକାଲରେ ୫ ଟି ସଚିବ ଭି କେ ପାଣ୍ଡିଆନ । ଆଜି ଭୋର ୪ ଟା ସମୟରେ ୫ ଟି ସଚିବ ଏସ ସି ବି କୁ ଗ୍ରସ୍ତ କରିଥିଲେ । ୫ ଟି ସଚିବ ଙ୍କ ସମେତ ସଚିବ କ୍ରୀଷନକୁମାର , ସ୍ବାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହର ଦା ଓ ଏନ ଆର ଏଚ ଏମ ସାଲିନ ପଣ୍ଡିତ ମଧ୍ୟ ଏସ ସି ବି ଗ୍ରସ୍ତ କରିଛନ୍ତି । ପ୍ରଥମେ ଏସ ସି ବି ର ଜରୁରୀକାଳୀନ ବିଭାଗରେ ପହଞ୍ଚିଥିଲେ ଏହା ପରେ ଏସ ସି ବି କୁ ଥିବା ରାସ୍ତା ଓ ପଡିଆ କୁ ବୁଲି ଭିତ୍ତିଭୂମି ଓ ଚିକିତ୍ସା ବ୍ୟବସ୍ଥା ଯାଞ୍ଚ କରିଥିଲେ । ଏହାପରେ ଏସ ସି ବି ର ବିଭିନ୍ନ କର୍ତ୍ତୂପଖଙ୍କୁ ନେଇ ପ୍ରିନ୍ସପାଲ ଅଫିସ ପରିସରରେ ଏକ ବୈଠକ ହୋଇଥିଲା । ମେଡିକାଲ ର ଭିତ୍ତିଭୂମିର ଉନ୍ନତି ଲାଗି କର୍ତ୍ତୂପଖଙ୍କୁ ପରାମର୍ଶ ଦେଇଛନ୍ତି । ଆଜି ଅପରାହ୍ନରେ ଭୂବନେଶ୍ବରରେ ଏସ ସି ବି ସଂମ୍ପର୍କୀତ ବୈଠକ ହେବ ବୋଲି ସୂଚନା ।

Related Posts