ବରିଷ୍ଠ IAS ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସେ ୧୯୮୫ ବ୍ୟାଚ୍ର ଆଇଏଏସ୍ ଅଫିସର ଥିଲେ। କୃଷି ଉତ୍ପାଦନ କମିଶନର ଭାବେ ସେ କାର୍ଯ୍ୟରତ ଥିଲେ। ତେବେ ତାଙ୍କ ଜାଗାରେ ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ସେ ୨୦୨୦ ମସିହା ଜାନୁଆରୀରେ ଚାକିରିରୁ ଅବସର ନେଇଥାନ୍ତେ।