ବଜେଟ୍ରେ କୃଷି February 1, 2020satyapathaଜାତୀୟବଡ ଖବରମୁଖ୍ୟ ଖବର 2022 ସୁଦ୍ଧା କୃଷକଙ୍କ ଆୟ ଦ୍ବିଗୁଣିତ କରିବା ଲକ୍ଷ୍ୟ ଚଳିତ ବଜେଟ୍ରେ 3ଟି ଦିଗ ଉପରେ ଗୁରୁତ୍ବ ଦିଆଯାଇଛି ପ୍ରଥମ-ଆସ୍ପାଇରାସସନାଲ ଇଣ୍ଡିଆରେ କୃଷି, ଜଳସେଚନକୁ ଗୁରୁତ୍ବ 2025 ସୁଦ୍ଧା ଦୁଗ୍ଧ ଉତ୍ପାଦନ 108 ମିଲିୟନ ମେଟ୍ରିକ ଟନ୍ ବୃଦ୍ଧି ଲକ୍ଷ୍ୟ 2020-21 ବର୍ଷ ପାଇଁ 15 ଲକ୍ଷ କୋଟିର କୃଷି ଋଣ ବଣ୍ଟନ ଲକ୍ଷ୍ୟ ଉଦ୍ୟାନ କୃଷି ପାଇଁ ଏକ ଉତ୍ପାଦନ, ଏକ ଜିଲ୍ଲା ବ୍ୟବସ୍ଥା ଲାଗୁ ହେବ ସବୁ ଚାଷୀଙ୍କୁ ମିଳିବ କୃଷକ କ୍ରେଡିଟ୍ କାର୍ଡ ନାବାର୍ଡ ପୁନଃ ପାଣ୍ଠି ଯୋଗାଣ ଯୋଜନାର ପରିବୃଦ୍ଧି ହେବା ନେଇ ବଜେଟ୍ରେ ଘୋଷଣା କୃଷି ଓ ଜଳସେଚନରେ ଦିଆଯିବ ୨.୮୩ ଲକ୍ଷ କୋଟି ଟଙ୍କାର ଋଣ କେନ୍ଦ୍ର ସରକାରଙ୍କ ଋଣର ପରିମାଣ ଜିଡିପିର ୫୨.୨%ରୁ ୪୮.୭%କୁ ହ୍ରାସ ପାଇଛି